ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଝଡ଼ବର୍ଷାକୁ ନେଇ ରେଡ୍ ୱର୍ଣ୍ଣିଂ ଜାରି କରାଯାଇଛି।