Surprise Me!

ଜୀବଜନ୍ତୁଙ୍କ ପାଇଁ ସମର୍ପିତ ତାଙ୍କ ଜୀବନ, ଗୋ ସେବାରେ ଶଙ୍କର ବାବା

2025-07-06 15 Dailymotion

କେନ୍ଦ୍ରାପଡା ଖଡ଼ିଅଣ୍ଟା ପଞ୍ଚାୟତର ସରପଞ୍ଚ ଜୀବନକୃଷ୍ଣ ରାୟ ଜୀବଜନ୍ତୁଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଖୋଲିଛନ୍ତି ହସ୍ପିଟାଲ । ରୋଜଗାରର ଅଧା ଅର୍ଥ ଗୋସେବାରେ ।