Surprise Me!

'ମନ୍ତ୍ର ମୁଗ୍ଧ': ଅନୁପମ ପଟ୍ଟନାୟକଙ୍କ 'ଏମଏମ' ଟାଇଟଲ ଘୋଷଣା, ଏହି ଷ୍ଟାର ଆସିବେ ନଜର

2025-07-07 1 Dailymotion

ଅନୁପମ ପଟ୍ଟନାୟକଙ୍କ 'ଏମଏମ' ଟାଇଟଲ ଘୋଷଣା । 'ମନ୍ତ୍ର ମୁଗ୍ଧ' ନାଁରେ ଆସୁଛି ଫିଲ୍ମ । ଏହାର ଶୁଭ ମହୁରତ ହୋଇଯାଇଛି ।