Surprise Me!

ପରିବା ବଜାରରେ ନିଆଁ ଲଗାଇଲା ବର୍ଷା; ଯାହାକୁ ଛୁଇଁଲେ କେଜି 80 ରୁ 100 ପାର୍‌

2025-07-08 30 Dailymotion

ସମ୍ବଲପୁର ପରିବା ବଜାରରେ ଦର ଆକାଶ ଛୁଆଁ । 500 ଟଙ୍କା ପୁରୁନି ବ୍ୟାଗ, ଚିନ୍ତାରେ ଖାଉଟି ।