ସମ୍ବିଧାନ ବଞ୍ଚାଅ ମହାସମାବେଶ ମଞ୍ଚରେ କୁନି ପ୍ରଶଂସକ ନୀଲମଙ୍କୁ ଭେଟିଲେ ରାହୁଲ । ଚକୋଲେଟ ଦେବା ସହ ଭଲ ପାଠ ପଢ଼ିବାକୁ କହିଲେ ।