ଶ୍ରାବଣ ଆରମ୍ଭରୁ ଆକାଶଛୁଆଁ ପରିବା ଦର । ସବୁ ପରିବା ଚଢା ଦାମରେ ବିକ୍ରି ହେଉଛି । ସ୍ଥିତି ସ୍ୱାଭାବିକ ହେବାକୁ ମାସେ ଲାଗିପାରେ ।