ସ୍ଵାମୀ ନାରାୟଣ ମନ୍ଦିରର ନିର୍ମାଣ କାର୍ଯ୍ୟ ପାଇଁ ବାଲୁଖଣ୍ଡ ଅଭୟାରଣ୍ୟର ଥିବା ଇକୋ ସେନ୍ସିଟିଭ ଜୋନ ନିୟମ କୋହଳ କରିବା ପାଇଁ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି ଓଡ଼ିଶା ସରକାର।