ମୁମ୍ବାଇରେ ଚିକିତ୍ସିତ ହେଉଥିବା ନବୀନ 22 ଦିନ ପରେ ସୁସ୍ଥ ହୋଇ ଓଡ଼ିଶା ଫେରିଛନ୍ତି । ହସ୍ପିଟାଲ ବେଡ଼ରୁ ନବୀନ କରିଥିବା ପୋଷ୍ଟ ଶାସକ ଦଳକୁ ବ୍ୟାକଫୁଟକୁ ନେଇଛି ।