Surprise Me!

ରାହୁଲଙ୍କ ଓଡ଼ିଶା ଗସ୍ତ ପରେ ପ୍ରଦେଶ କଂଗ୍ରେସ ଉତ୍ସାହିତ; ଧର୍ମେନ୍ଦ୍ର କହିଲେ, ପ୍ରସଙ୍ଗ ନ ଜାଣି ବକ୍ତବ୍ୟ ଦେବା ରାହୁଲଙ୍କ ବିମାରୀ

2025-07-12 5 Dailymotion

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧିଙ୍କ ୧୦ଟି ସଭା ହେବ। କଂଗ୍ରେସ ସଭାପତି ନେତୃତ୍ୱରେ ସମସ୍ତେ ଏକ ହେବେ ବୋଲି କହିଲେ ପିସିସି ସଭାପତି।