ପିସିସି ସଭାପତି ଗଠନ କରିଥିବା କମିଟି ଆସନ୍ତାକାଲି ବାଲେଶ୍ଵର ଗସ୍ତକରି ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବ।