ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ଛାତ୍ରମାନଙ୍କୁ ଭେଟିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀ। ଖାଦ୍ୟ ପ୍ରଦାନ କରୁଥିବା ଭେଣ୍ଡର ବରଖାସ୍ତ।