ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ଆଜି ପୃଥିବୀ ଅଭିମୁଖେ ବାହାରିବେ । ତାଙ୍କ ଘର ବାହୁଡ଼ା ପ୍ରସ୍ତୁତିକୁ ଆପଣ ସିଧାସଳଖ ମହାକାଶରୁ ଲାଇଭ୍ ଦେଖିପାରିବେ। କେମିତି ଜାଣନ୍ତୁ...