ବାର୍ଡ଼ ଫ୍ଲୁକୁ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳରେ ହଇଚଇ । ସ୍ଥିତି ସମୀକ୍ଷା କଲେ 8 ଜଣିଆ ସ୍ବାସ୍ଥ୍ୟ ବିଭାଗ ଟିମ୍ । ଡେଲାଙ୍ଗକୁ କୁକୁଡ଼ା ନେବା ଆଣିବା ଉପରେ କଟକଣା ।