ମାଳମାଳ ସମସ୍ୟା ଘେରରେ ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବଗପାଟିଆ କଲୋନୀ ବାସିନ୍ଦା । ନା' ମିଳୁଛି ପିଇବା ପାଣି, ନା' ଅଛି ଭଳ ରାସ୍ତା ଘାଟ ।