ଚାକିରୀ ନକରି ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ରାଜ୍ୟର ପ୍ରଥମ ବ୍ରେଲି ବ୍ୟବସ୍ଥା କରିଥିଲେ, ରାଷ୍ଟ୍ରପତିଙ୍କଠୁ ମିଳିଲା ଆୱାର୍ଡ
2025-07-15 15 Dailymotion
ବ୍ରେଲି ଵ୍ୟଵସ୍ଥା ପାଇଁ ବିଭିନ୍ନ ଦେଶକୁ ଚିଠି ଲେଖିଥିଲେ । ହେଲେ ୱାର୍ଲଡ଼ ବିଷବ ସମ୍ମିଳନୀରେ ତାଙ୍କ ପ୍ରସ୍ତାବକୁ ଅନୁମତି ମିଳିଥିଲା ।