Surprise Me!

କେରଳ ଭଳି ଓଡିଶାର ଏହି ସ୍କୁୁଲରେ ବସିବା ବ୍ୟବସ୍ଥା, ଆଉ ରହିବେନି ବ୍ୟାକ୍‌ ବେଞ୍ଚର୍‌

2025-07-16 159 Dailymotion

ସ୍କୁଲରେ ଏଣିକି ଆଉ ଧାଡି ହୋଇ ବସିବେନି ପିଲା । ଗୋଟିଏ ଧାଡିରେ ବସିବା ପାଇଁ କେରଳ ଟେକନିକ୍‌ ଆପଣାଇଲା ଓଡିଶା ସ୍କୁଲ ।