Surprise Me!

ପ୍ରତିଶୋଧ ପାଇଁ ପତ୍ନୀର ମିଛ ନାଟକ, ସ୍ୱାମୀକୁ ଗିରଫ ପାଇଁ ଆଣିଥିଲେ ଗଣଦୁଷ୍କର୍ମ ଅଭିଯୋଗ

2025-07-16 164 Dailymotion

ସ୍ବାମୀ ଉପରେ ରାଗ ରଖି ସ୍ତ୍ରୀ ରଚିଥିଲା ମିଛ ନାଟକ । ସ୍ୱାମୀକୁ ଗିରଫ କରିବା ପାଇଁ ମିଛ ଗଣଦୁଷ୍କର୍ମ ଅଭିଯୋଗ କରିଥିଲେ ।