ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଧ୍ୟାପକ ଜଣକ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ ପାଇଁ ମନା କରିଥିଲେ l