ଭୁବନେଶ୍ବର ଏମ୍ସ ବର୍ଣ୍ଣ ୟୁନିଟରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ଚାଲିଛି ପୀଡିତାଙ୍କ ଚିକିତ୍ସା । ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ଓ ସନ୍ଧାନୀ କୁକୁର ଯାଞ୍ଚ କରିଛନ୍ତି ।