ବଳଙ୍ଗା ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ; 'ଦରକାର ପଡ଼ିଲେ ନାବାଳିକାଙ୍କୁ ଦିଲ୍ଲୀ ଏୟାରଲିଫ୍ଟ, ଦୋଷୀଙ୍କୁ ପାତାଳରୁ ଖୋଜି ହେବ କାର୍ଯ୍ୟାନୁଷ୍ଠାନ'
2025-07-19 5 Dailymotion
ନାବାଳିକାଙ୍କୁ ଏୟାର ଲିଫ୍ଟ ସରକାର ପ୍ରସ୍ତୁତ । ଦୋଷୀଙ୍କୁ ପାତାଳରୁ ବାହାର କରି ନେବୁ କାର୍ଯ୍ୟାନୁଷ୍ଠାନ । କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।