Surprise Me!

ବାଲେଶ୍ବର ଛାତ୍ରୀ ଆତ୍ମାହୁତି ମାମଲା, ଆଜି କାହାକୁ ଜେରା କଲା କ୍ରାଇମବ୍ରାଞ୍ଚ ?

2025-07-21 7 Dailymotion

ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଞ୍ଚଦିନରେ ପହଞ୍ଚିଲା । ଆଜି କଲେଜ ଛାତ୍ରଛାତ୍ରୀ ଓ ଷ୍ଟାପଙ୍କୁ ପଚରାଉଚରା କରାଯାଇଛି ।