କିଛି ବର୍ଷ ପୂର୍ବେ ବ୍ରେନ ଷ୍ଟ୍ରୋକ କେବଳ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଥିଲା । ଏବେ ବୟସ୍କ ଲୋକଙ୍କ ସହିତ ଯୁବପିଢ଼ିଙ୍କୁ ମଧ୍ୟ ଏହା ହେବାର ସମ୍ଭାବନା ଅଧିକ ରହୁଛି ।