ଫକୀର ମୋହନ କଲେଜରେ ସୁସ୍ଥ ବାତାବରଣ ପାଇଁ ଚେଷ୍ଟା ଜରୁରୀ । ଘଟଣାକୁ 10 ଦିନ ପରେ କେମିତି ଅଛି କଲେଜ କ୍ୟାମ୍ପସ । SIT ତଦନ୍ତ ଆବଶ୍ୟକ ନାହିଁ କହିଲେ ହାଇକୋର୍ଟ ।