ପାଠପଢା ସହ ମହୁଚାଷ ଦେଇଛି ନୂଆ ପରିଚୟ । 9,000 ଟଙ୍କାରୁ ଏବେ ବର୍ଷକୁ 4,00000 ରୋଜଗାର । କେନ୍ଦ୍ରାପଡାର 22 ବର୍ଷୀୟା ପୁଷ୍ପଲକ୍ଷ୍ମୀ ବେହେରାଙ୍କ ମହୁଚାଷ ଯାତ୍ରା ।