ରାଜନୀତିରେ ପ୍ରବେଶ କରିବେ କି ପୂର୍ବତନ ପ୍ରଶାସିକା ସୁଜାତା ଆର ପାଣ୍ଡିଆନ ? ବିଜେଡି ନେତାଙ୍କୁ ହସ୍ପିଟାଲରେ ଭେଟିବା ପରେ ବଢ଼ିଲା ଚର୍ଚ୍ଚା ।