Surprise Me!

ଆଜି ବାଲେଶ୍ୱର ଛାତ୍ରୀଙ୍କ ଦଶାହ କ୍ରିୟା, ଏପଟେ ଦୁଇ ଛାତ୍ର ସଙ୍ଗଠନର ରାଷ୍ଟ୍ରୀୟ ନେତା କଥା କଟାକଟି

2025-07-23 6 Dailymotion

ଫକୀର ମୋହନ କଲେଜରେ ଛାତ୍ରୀ ଆତ୍ମହତ୍ୟା ମାମଲାରେ ୧୦୦ ଜଣଙ୍କୁ ଜେରା କରି ସାରିଲାଣି କ୍ରାଇମବ୍ରାଞ୍ଚ । ଏପଟେ ଆଜି ମୃତ ଛାତ୍ରୀଙ୍କ ସମ୍ପନ୍ନ ହୋଇଛି ଦଶାହ କ୍ରିୟା ।