ସିସିଟିଭିରେ କଏଦ ଦୁଇ ଛାତ୍ରୀଙ୍କ ଠିକଣା ପାଇଲା କ୍ରାଇମବ୍ରାଞ୍ଚ। ବାଲେଶ୍ଵର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଦୁଇ ଛାତ୍ରୀଙ୍କ BNSର 183 ଧାରା ଅନୁଯାୟୀ ବୟାନ ରେକର୍ଡ।