ଓଡିଶା ଟେକ୍ସଟାଇଲ କନକ୍ଲେଭ 2025କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟିତ କରିଛନ୍ତି । ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ ।