ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଡାଇରିଆ ମୃତ୍ୟୁ ସଂଖ୍ୟା ୧୧ରେ ପହଁଚିଛି। ବିଭିନ୍ନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟରେ ଡାଇରିଆ ସ୍ଥିତିର ସମୀକ୍ଷା, ବାରମ୍ବାର ସରକାରୀ ସ୍ତରରେ କରାଯାଉଛି।