Surprise Me!

କାହିଁକି ପୁରୀ ଆସୁନାହାନ୍ତି ବିଦେଶୀ ପର୍ଯ୍ୟଟକ ? ପର୍ଯ୍ୟଟନ ବିଭାଗର ଚାଞ୍ଚଲ୍ୟକର ଖୁଲାସା

2025-07-26 12 Dailymotion

ଜଗନ୍ନାଥ ଧାମ ପୁରୀରୁ ମୁହଁ ଫେରାଇ ନେଉଛନ୍ତି ବିଦେଶୀ ପର୍ଯ୍ୟଟକ । ୨୦୧୯ରେ ୩୭,୫୩୪ ବିଦେଶୀ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୩ରେ ଏହି ୯,୨୫୪କୁ ଖସି ଆସିଛି ।