କାର୍ଗିଲ ବିଜୟ ଦିବସକୁ 26 ବର୍ଷ ପୂରଣ ହୋଇଛି । ଏହି ବିଜୟକୁ ସାରା ଦେଶ ପାଳନ କରୁଛି । କାର୍ଗିଲ ଯୁଦ୍ଧ ସମୟରେ ସେନାରେ ନିୟୋଜିତ ଥିଲେ କେନ୍ଦ୍ରାପଡାର ଅଭୟ ଲେଙ୍କା ।