Surprise Me!

ବଳଙ୍ଗା ଘଟଣାରେ ବାଟ ପାଉନି ପୋଲିସ, ନାବାଳିକାଙ୍କ ବୟାନ ସହ ପୋଲିସ ତଦନ୍ତ ଭିନ୍ନ

2025-07-27 0 Dailymotion

ବଳଙ୍ଗା ନାବାଳିକା ପୋଡି ଘଟଣାରେ ପୋଲିସ ତଦନ୍ତରେ ନିଷ୍କର୍ସରେ ପହଞ୍ଚିପାରୁନି । ଅଡୁଆ ସୂତାର ଖିଅ ଖୋଜିବାରେ ପୋଲିସ ବାଟବଣା ହୋଇଛି କି ?