Surprise Me!

ସ୍କୁଲର 7-8 ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ଗିରଫ, ନିଲମ୍ବନ କଲା ଶିକ୍ଷା ବିଭାଗ

2025-07-28 50 Dailymotion

କେନ୍ଦ୍ରାପଡାର ଏକ ଉଚ୍ଚମାଧ୍ୟମିକ ସ୍କୁଲରେ 7ରୁ8 ଛାତ୍ରୀଙ୍କୁ ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ । ସ୍କୁଲର ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ ।