ବରଗଡ଼ ପଦ୍ମପୁରର 57 ବର୍ଷୀୟ ମ୍ୟୁଜିକ ମାଷ୍ଟର ସୁରେନ୍ଦ୍ର ସାହୁ । 25 ବର୍ଷ ଧରି ପଶ୍ଚିମ ଓଡ଼ିଶାର ଲୋକଗୀତ ଓ ନୃତ୍ୟ ଉପରେ ଜାରି ରଖିଛନ୍ତି ଗବେଷଣା ।