Surprise Me!

ଜଗନ୍ନାଥ ସଂସ୍କୃତିକୁ ପୁଣି ଅପମାନ: ଅନଲାଇନରେ ଜଗନ୍ନାଥଙ୍କ ଚିତ୍ର ଥିବା ପାପୋଛ ବିକ୍ରି, ଥାନାରେ ମାମଲା

2025-07-29 4 Dailymotion

ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ସାଙ୍ଘାତିକ ଖେଳ । ମହାପ୍ରଭୁଙ୍କ ମୁଖ ମଣ୍ଡଳର ଚିତ୍ର ଥାଇ ଅଲି ଏକ୍ସପ୍ରେସ ୱେବସାଇଟରେ ପାପୋଛ ବିକ୍ରି । ସିଂହଦ୍ଵାର ଥାନାରେ ଏତଲା ।