Surprise Me!

ରାକ୍ଷୀ ପୂର୍ଣ୍ଣିମାରେ 'ସୁଭଦ୍ରା' ତୃତୀୟ କିସ୍ତି, 5000 ପାଇବେ 1 କୋଟି ମହିଳା

2025-07-30 8 Dailymotion

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଘୋଷଣା । ନୂଆ ହିତାଧିକାରୀଙ୍କ ପାଇଁ ଅଗଷ୍ଟ 9 ପରେ ଖୋଲିବ ସୁଭଦ୍ରା ପୋର୍ଟାଲ । 60 ବର୍ଷ ପୂରି ଯାଇଥିବା ମହିଳାଙ୍କୁ ମିଳିବ ଭତ୍ତା ।