ସ୍ପେଶାଲ OTET ପ୍ରଶ୍ନପତ୍ର ଲିକ୍ ମାମଲାର ପର୍ଦ୍ଦାଫାସ । ଡାଟା ଏଣ୍ଟ୍ରି ଅପରେଟର ସମେତ 6 ଗିରଫ ନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା ।