Surprise Me!

ଶ୍ରୀମନ୍ଦିର ସୁରକ୍ଷାରେ ଘଳିଆ; ଚାରି ଦ୍ଵାରରେ ନାହିଁ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଓ ସ୍କାନର ମେସିନ, ଅବହେଳା ନେଇ ଭକ୍ତ-ସେବାୟତଙ୍କ କ୍ଷୋଭ

2025-07-30 10 Dailymotion

ଶ୍ରୀମନ୍ଦିରକୁ ପ୍ରବେଶ ସମୟରେ ହେଉଛି ମାଲୁଆଲ୍ ଚେକିଂ । ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ଦରକାର । ପୋଲିସ ମଧ୍ୟ କଡା ଆକ୍ସନ ନେବା ଉଚିତ କହିଲେ ଭକ୍ତ ।