Surprise Me!

ନରହନ୍ତା ଦନ୍ତା: ଶୌଚ ପାଇଁ ଯାଇଥିଲେ 3 ଜଣଙ୍କୁ କଚାଡି ମାରିଲା ହାତୀ

2025-07-31 6 Dailymotion

ଢେଙ୍କାନାଳ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ । ରାସ୍ତାରୋକ କରି ପ୍ରତିବାଦ କଲେ ସ୍ଥାନୀୟ ବାସିନ୍ଦା ।