ୱାନ ଷ୍ଟପ୍ ସେଣ୍ଟର ଏହି ଉଦ୍ଧାର କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛି । ଗତ 3ବର୍ଷରେ ବ୍ରହ୍ମପୁର ଠାରେ 26 ଗୋଟି ମାନବ ଚାଲାଣ ସଂପର୍କିତ ମାମଲା ରୁଜୁ ହୋଇଛି ।