3 ମାସ ହେଲା କମ୍ପାନୀରେ କାମ କରିବାକୁ ଯାଇ ଏକ ମାସର ଦରମା ପାଇଛନ୍ତି । ମାଲିକର ନିର୍ଯାତନା ସହି ନପାରି ଉଦ୍ଧାର ପାଇଁ ନିବେଦନ କରିଛନ୍ତି କେନ୍ଦ୍ରାପଡ଼ାର ପବିତ୍ର ନାୟକ ।