ପୁରୀ ବେଳାଭୂମିରେ ଅଧିକାଂଶ ସ୍ଥାନ ଅନ୍ଧକାର ରହିଛି । ଅନ୍ଧାରର ସୁଯୋଗ ନେଇ ବେଳାଭୂମିରେ ଚାଲିଛି ଅବାଧ ନିଶା କାରବାର । ମହିଳା ସୁରକ୍ଷା ନେଇ ଉଠୁଛି ପ୍ରଶ୍ନ ।