Surprise Me!

ଆଇନ ଶୃଙ୍ଖଳା ସ୍ଥିତି-ମହିଳା ଅସୁରକ୍ଷିତ ପ୍ରସଙ୍ଗ; କାଲିଠୁ ବିଜେଡିର ଦ୍ଵିତୀୟ ପର୍ଯ୍ୟାୟ ଆନ୍ଦୋଳନ, ବିଜେପି କହିଲା ବିରୋଧୀଙ୍କ ପାଖରେ ପ୍ରସଙ୍ଗ ନାହିଁ

2025-07-31 2 Dailymotion

ବିଜେଡି ପୁଣି କାଲିଠୁ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇବ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଖୋଲା ଚିଠି ପଠାଇବେ, ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିବେ ।