Surprise Me!

OTET ପ୍ରଶ୍ନପତ୍ର ଲିକରେ ଶିକ୍ଷକ ଗିରଫ, ବୋର୍ଡ ଉପସଭାପତିଙ୍କ ଲାପଟପକୁ ନେଇ ଉଠିଲା ପ୍ରଶ୍ନ

2025-08-01 4 Dailymotion

ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଜି ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି । ପୂର୍ବରୁ 6 ଜଣ ଗିରଫ ହୋଇଥିଲେ ।