ବିଧାନସଭାରେ ଆଗତ ହୋଇପାରେ ଶରଧାବାଲି ଦଳାଚକଟା ରିପୋର୍ଟ । ରିପୋର୍ଟକୁ ତର୍ଜମା କରି ପରବର୍ତ୍ତୀ ପଦକ୍ଷେପ ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।