ଅନ୍ତର୍ଜାତୀୟ ସ୍ତରରେ ନାଁ କରିଛି ସମ୍ବଲପୁରୀ ହସ୍ତତନ୍ତ । ସମ୍ବଲପୁରୀ କପଡା ବ୍ୟବସାୟରୁ ବଢୁଛି ରୋଜଗାର । ମାର୍କେଟିଂ ବାବଦରେ ତାଲିମ ଦେଉଛି ଆଇଆଇଏମ ।