ସନ୍ଦିଗ୍ଧ ୧୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି କେନ୍ଦ୍ରାପଡ଼ା ପୋଲିସ। ସମସ୍ତ ସନ୍ଦିଗ୍ଧଙ୍କ ଆଧାର କାର୍ଡ ଜାଲ୍ ବୋଲି ଜଣାପଡ଼ିବା ପରେ ପୋଲିସ ଏହାର ତଦନ୍ତ ଚଲାଇଛି ପୋଲିସ।