Surprise Me!

ପରଦାରେ 'ଛିରେ ନନୀ', ଦେଖିବାକୁ ମିଳିଲା ମ୍ୟୁଜିକାଲ ଲଭଷ୍ଟୋରୀ ସହ ଶୈଳେନ୍ଦ୍ର-ଶିବାନୀଙ୍କ କେମେଷ୍ଟ୍ରୀ

2025-08-02 3 Dailymotion

ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଓଡ଼ିଆ ଫିଲ୍ମ 'ଛିରେ ନନୀ' । ମ୍ୟୁଜିକାଲ ଲଭଷ୍ଟୋରୀ ସହ ପ୍ରେମ ଓ ତ୍ୟାଗ ନେଇ ନିଆରା କାହାଣୀ ଦେଖିବାକୁ ପାଇଲେ ଦର୍ଶକ ।