ସ୍ପେସାଲ୍ ଓଟିଇଟି ପ୍ରଶ୍ନପତ୍ର ଭାଇରଲ ମାମଲାରେ ଗିରଫ ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି । ପ୍ରଶ୍ନ ପତ୍ର ଲିଙ୍କ ମାମଲାରେ ସମ୍ପୃକ୍ତିକୁ ନେଇ ତାଙ୍କୁ ରବିବାର ଗିରଫ କରିଛି କ୍ରାଇମବ୍ରାଞ୍ଚ ।