Surprise Me!

ଡିମାଣ୍ଡରେ ମେଡିକାଲ ପାଠପଢ଼ା: ଜାଣନ୍ତୁ, କିଭଳି ରହିଛି ପ୍ରୋସେସ, କେତେ ସୁରକ୍ଷିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

2025-08-03 0 Dailymotion

ରାଜ୍ୟରେ ମେଡିକାଲ ପାଠପଢାକୁ ନେଇ ବଢୁଛି ଡିମାଣ୍ଡ । ଅଳ୍ପ ସିଟ, ଆଶାୟୀ ଅନେକ । ଆସନ୍ତୁ ଜାଣିବା, ନାମଲେଖାକୁ ନେଇ କିଭଳି ରହିଛି ପକ୍ରିୟା, ରାଗିଂରୁ କିପରି ଛାତ୍ରଛାତ୍ରୀଙ୍କୁ ଦୁରେଇ ରଖାଯିବ ?